କାକ୍ଷ
ଦେଖଣା
କାକ୍ଷ —
ଉଚ୍ଚାରଣ: Kāksha
ସଂ. ବି. (କୁ=ଈଷତ+ଅକ୍ଷି+ଅ; କୁ ସ୍ଥାନରେ କା ଆଦେଶ) —
୧: କଟାକ୍ଷ —୧. Side glance; wink.
୨: ଭ୍ରୂକୁଟୀ —୨. Frowning look; a leer.
୩: ଗୁଳ୍ମବିଶେଷ —୩. A kind of plant (M.W.)
(କାକ୍ଷୀ—ସ୍ତ୍ରୀ)
ସଂ. ବିଣ. (ବହୁବ୍ରୀହି; କୁ=କୁତ୍ସିତ+ଅକ୍ଷି) —
୧: କୁତ୍ସିତ ଚକ୍ଷୁଃବିଶିଷ୍ଟ — ୧. Having bad eyes.
୨: ଭ୍ରୂକୁଟିକାରୀ —୨. Frowning; Scowling.