Jump to content

କାକ୍ଷୀବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାକ୍ଷୀବ
ଉଚ୍ଚାରଣ: Kākshība

ସଂ. ବି —

୧: ଶୋଭାଞ୍ଜନବୃକ୍ଷ; ସଜନା ଗଛ ଓ ଛୁଇଁ — ୧. The horse radish tree and its beans; Hyperanthera Moringa.

୨: ଗୌତମଙ୍କ ଔରସରେ ଶୂଦ୍ରାଗର୍ଭଜାତ ପୁତ୍ର — ୨. Name of the son of sage G&aline;&uline;tama by a Ṡūdra woman.