Jump to content

କାଖବାଳିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଖବାଳିଆ
ଉଚ୍ଚାରଣ: Kākhabāḻiā
(କାଖବାଳେଈ—ସ୍ତ୍ରୀ)

ଦେ. ବିଣ ପୁଂ. (ସଂ. କକ୍ଷ+ବାଳ) —

ୟାହା କାଖରେ ବାଳ ଜନ୍ମିଥାଏ; ଅଧିକବୟସ୍କ — ୧. Elderly; grown up.

କାଖବାଳିଆ ଚାଟକୁ କାଠଫାଳିଆ ୟାହାର ଢଗ

୨: ୟାହା କାଖ ସନ୍ଧିରେ ବହୁତ ବାଳ ଥାଏ — ୨. Having a luxurious growth of hair in the armpit.