Jump to content

କାଖହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଖହେବା
ଉଚ୍ଚାରଣ: Kākha hebā
কোঁকে হওয়া काखिआया हेना

ଦେ. କ୍ରି —

(ଶିଶୁ) ଅନ୍ୟ ବୟଃସ୍ଥ ବ୍ୟକ୍ତିର କାଖରେ ବସିବା —(a child) To be carried by an elderly person on the side (between the waist and the arm).