Jump to content

କାଖ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଖ କରିବା
ଉଚ୍ଚାରଣ: Kākha karibā
কোঁকেকরা काँख लेना

ଦେ. ବି. —

ଶିଶୁକୁ କାଖରେ ଧରିବା; କାଖେଇବା — To carry a child sidewise by setting it on the curvature of the waist and holding it by the arm.

କାଖ କରି ଛାମୁରଣ ଉଭା ହୋଇଥିବ ବ୍ୟଞ୍ଜନ ହୋଇଲେ ଏ ଦୁହିଙ୍କି କନ୍ଦାଇବ ପ୍ରାଚୀ, ନଳଚରିତ