କାଗଜବାଲା
ଦେଖଣା
କାଗଜବାଲା —
ଉଚ୍ଚାରଣ: Kāgajabālā
কাগজওয়ালা
कागजवाला
ଦେ. ବି. (ଆ. କାଗଜ+ବାଲା) —
୧: ଯେ ଖବର— କାଗଜ ବିକ୍ରି କରେ — ୧. News boy news vendor.
୨: ଯେ ଖବରକାଗଜ ସମ୍ପାଦନ କରେ — ୨. Edition of a news paper.
୩: ଯେ କାଗଜ ତିଆରି କରେ — ୩. A manufacturer of paper.