କାଗଜା
ଦେଖଣା
କାଗଜା —
ଉଚ୍ଚାରଣ: Kāgajā
কাগজী
कागजी
কাগজী পায়রা
उजल कबुतर
ଦେ. ବି. —
୧: (ଏହାର ଚୋପା କାଗଜ ପରି ପତଳା ଥିବାରୁ)— ଲେମ୍ବୁଜାତୀୟ ଖଟା ଫଳବିଶେଷ; ଅଣ୍ଡ଼ାକୃତି କାଗଜଫଳ — ୧. A kind of lime fruit.
୨: ଏକଜାତୀୟ ଧଳା ପାରା — ୨. A kind of white pigeon.