କାଗଜି
ଦେଖଣା
କାଗଜି —
ଉଚ୍ଚାରଣ: Kāgaji
কাদজী
कागजी
ଦେ. ବି. —
କାଗଜିଲେମ୍ବୁ (ଦେଖ) Kāgajilembu (See)
ବୈଦେ. ବି. (ଫା) —
୧: କଳରେ କାଗଜ ପ୍ରସ୍ତୁତ କରିବା ପୂର୍ବେ ହରିତାଳି କାଗଜ ପ୍ରସ୍ତୁତ କରିବା ମୁସଲମାନ୍ ଜାତି — ୧. Mahomedans who were formerly engaged in manufacturing country made rough papers before paper was manufactured by machines.
୨: କାଗଜ ପ୍ରସ୍ତୁତକାରୀ ବ୍ୟକ୍ତି — ୨. Manufacturer of paper.
୩: କାଗଜ ବିକ୍ରେତା ବ୍ୟକ୍ତି — ୩. Seller of paper; paper merchant.
୪: କାଗଜିଆ (ଦେଖ) —୪. Kāgajiā (See)
୫: ଧଳା ରଙ୍ଗର ପାରା —୫. White pigeon.
୬: ଏକପ୍ରକାର ବାଦାମ (ଏଥିର ଖୋଳ ପତଳା) — ୬. Thin skinned walnut.
ବୈଦେ. (ଫା) ବିଣ —
୧: କାଗଜ ପ୍ରସ୍ତୁତକାରୀ — ୨. Manufacturing paper.
୨: କାଗଜ ବିକ୍ରେତା —୨. Selling paper.