Jump to content

କାଗଜ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଗଜ କରିବା
ଉଚ୍ଚାରଣ: Kāgaja karibā
কাগজ করা कागज करना

ଦେ. କ୍ରି —

୧: କାଗଜ ପ୍ରସ୍ତୁତ କରିବା — ୧. To manufacture paper

୨: ହିସାବପତ୍ର ପ୍ରସ୍ତୁତ କରିବା — ୨. To prepare accounts.

୩: ରେଜିଷ୍ଟରୀ ଆଦି ବହିରେ କୌଣସି ବ୍ୟକ୍ତିର ନାମ ପୂରଣ କରିବା —୩. To enter a persons name in a register.

୪: କୌଣସି ଦଲିଲ ସମ୍ପାଦନ କରିବା — ୪. To execute a document.

୫: କୌଣସି ବିଷୟକୁ ଲେଖିବା; ଲିପିବଦ୍ଧ କରିବା — ୬. To enter a thing in black and white; to record a matter on paper.