Jump to content

କାଙକ୍ଷା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଙକ୍ଷା
ଉଚ୍ଚାରଣ: Kāṅkshā

ସଂ. ବି. ସ୍ତ୍ରୀ. (କାଙକ୍ଷ ଧାତୁ=ଇଚ୍ଛା କରିବା+ଭାବ. ଅ+ ସ୍ତ୍ରୀ. ଆ) —

୧: ସ୍ପୃହା; ଇଚ୍ଛା; ଅଭିଳାଷ; ବାଞ୍ଚା — ୧. Desire; wish; hankering.

୨: ଲୋଭ —୨. Coveting. +୨. Coveting.