Jump to content

କାଙକ୍ଷୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଙକ୍ଷୀ
ଉଚ୍ଚାରଣ: Kāṅkshī
(କାଙକ୍ଷିଣୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କାଙକ୍ଷ ଧାତୁ+କର୍ତ୍ତୃ. ଇନ; ୧: ମା. ୧: ବ.) —

ହାବାନ୍; କୌଣସି ବସ୍ତୁ ପାଇବାପାଇଁ ଅଭିଳାଷୀ — Hankering after; covetous for.