କାଙ୍କ
ଦେଖଣା
କାଙ୍କ —
ଉଚ୍ଚାରଣ: Kāṅka
কোদাল
कोदाड़
ଦେ. ବି. —
୧: (ସଂ. କଙ୍କ; ଏହାର ଆକାର କଙ୍କ ପକ୍ଷୀ ପରି)— ମାଟି ହାଣିବାପାଇଁ ଚଉଡ଼ାମୁହାଁ ଲୁହାର ଏକପ୍ରକାର ହତିଆର (ଏଥିରେ ବଡ଼ ବେଣ୍ଟ ଲାଗିଥାଏ) — ୧. A spade with a long handle to cut earth.
କୋଡ଼ି କାଙ୍କ ସାବଳେ ତାହାକୁ ଖୋଳିଲେ—କୃଷ୍ଣସିଂହ, ମହାଭାରତ, ବନପର୍ବ
୨: କଙ୍କ; ବଢ଼ିଆକାଙ୍କ ପକ୍ଷୀ —୨. Flamingo (bird)
ବୃଦ୍ଧ କାଙ୍କର ପ୍ରାଯେ ରହିଛୁ ଦେହ ବହି, ତୁହି ବୋଲି ଅଛୁ ଜାଣ ବଂଶୟାକ ଖାଇ ପୀତାମ୍ବର, ନୃସିଂହପୁରାଣ