Jump to content

କାଙ୍କଡ଼ମୁଣ୍ଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଙ୍କଡ଼ମୁଣ୍ଡା
ଉଚ୍ଚାରଣ: Kāṅkaṟḍ̠amuṇḍā
কাঁকরোলে মল चठेइलका कन्द

ଦେ. ବି. (ସଂ. କର୍କୋଟକୀ+ମୁଣ୍ଡ) —

କାଙ୍କଡ଼ ଲତାର ମୂଳ (ଏହା ମନୁଷ୍ୟ ମୁଣ୍ଡର ଆକୃତିବିଶିଷ୍ଟ) —The round bulbous root of the Kāṅkaṟḍ̠a creeper (it is of the size of a human skull).