Jump to content

କାଙ୍କୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଙ୍କୁଆ
ଉଚ୍ଚାରଣ: Kāṅkuā
कोदरवाह

ଦେ. ବି. —

କାଙ୍କ ଦ୍ବାରା ମାଟି ହାଣିବା ମୂଲିଆ — Labourers engaged in digging earth with spades.

[ଦ୍ର—ମାଟି ହାଣିବାବେଳେ କେତେକ ଲୋକ ମାଟିକୁ କାଙ୍କ ଦ୍ବାରା ହାଣିୟାଆନ୍ତି ଓ ତା ପରେ ଆଉ କେତେକ ଉକ୍ତ ହଣା— ମାଟିକୁ କୋଡ଼ିଦ୍ବାରା ଉଠାଇ ଟୋକାଇରେ ପୂରାନ୍ତି]