Jump to content

କାଙ୍କ ମାରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଙ୍କ ମାରିବା
ଉଚ୍ଚାରଣ: Kāṅka māribā
কোদাল পাড়া कोदाड़ मारना

ଦେ. କ୍ରି. —

୧: ପୁଷ୍କରିଣୀ ଆଦି ଖୋଳିବା ସମୟରେ ପ୍ରଥମେ ଉକ୍ତ ସ୍ଥାନରେ କାଙ୍କଦ୍ବାରା ମାଟି ହାଣିବା — ୧. To cut earth with a longhandled spade.

୨: କାଙ୍କଦ୍ବାରା ଖୋଳି ମୃତ୍ତିକା ତଳେ ଗୋଡ଼ି ପଥର ବା ମାଟି ଥିବା ବିଷୟ ପରୀକ୍ଷା କରିବା —୨. To examine the undersoil below the ground by digging a place with a spade.