Jump to content

କାଙ୍ଗୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଙ୍ଗୁ
ଉଚ୍ଚାରଣ: Kāṅgu
কাঙ্গুনী काङ्गु, कऊनी ସଂ. ପର୍ୟ୍ୟାୟ—ପ୍ରିୟଙ୍ଗୁ; ପୀତତଣ୍ଡ଼ୁଳ কাঙ্গু काङ्गु

ଦେ. ବି. (ସଂ. କଙ୍ଗୁ) —

୧: କଙ୍ଗୁଧାନ୍ୟ; ସୁଆଁ ଜାତୀୟ ଧାନ ବା ଶସ୍ୟ — ୧. A kind of grain.

୨: ଭଣ୍ଡ଼ାରିଜାତିର ଶାଖାବିଶେଷ (ଗୋପୀନାଥ ନନ୍ଦ) — ୨. A subclass amongst barbers.

୩: ଗଡ଼ଜାତର ଏକଜାତୀୟ ବଡ଼ ହରଡ — ୩. A kind of pulse; a leguminous seed which is split up and cooked as ḍāl.

୪: ଏକ ପ୍ରକାର ଲଟିଫଳ — ୪. A kind of wild fruit of a creeper.