Jump to content

କାଙ୍ଗୁରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଙ୍ଗୁରା
ଉଚ୍ଚାରଣ: Kāṅgurā

ଦେ. ବି —

୧: କାଙ୍ଗୁ ୩: (ଦେଖ) — ୧. Kāṅgu ୩ (See)

୨: ବୈଦେ. (ଫା) ବି—କାଙ୍ଗୁଲା (ଦେଖ) ୨. Kāṅgulā (See)

ମର୍ଦ୍ଦଳାକାର କଙ୍କତିକା ଝଳି, କାଙ୍ଗୁରା କମ ସୁସମ ପିତୁଳି ଭଞ୍ଜ. ଲାବଣ୍ୟବତୀ