Jump to content

କାଚକାଚୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଚକାଚୁଆ
ଉଚ୍ଚାରଣ: Kāchakāchuā
কচকচে किचड़ीला

ଦେ. ବିଣ. (ଧ୍ଵନ୍ୟନୁକରଣ) —

୧: କର୍ଦ୍ଦମାକ୍ତ — ୧. Muddy.

୨: ଚୋବାଇବାକୁ କଠିନ ବା ଖାସ୍ଖାସୁଆ — ୨. Hard or jarring like raw vegetables when chewed.

୩: ପିଚ୍ଛିଳ; ଖସଡ଼ା —୩. Slimy; slippery.

୪: ସନ୍ତସନ୍ତିଆ —୪. Wet; damp.