କାଚମାରିବା
ଦେଖଣା
କାଚମାରିବା —
ଉଚ୍ଚାରଣ: Kācha māribā
ଦେ. କ୍ରି —
ଦେହରୁ ବଦରକ୍ତ ବାହାର କରିବା ନିମନ୍ତେ ମୁନିଆ କାଚଦ୍ବାରା ଶରୀରରେ ରକ୍ତ ଜମିଥିବା ସ୍ଥାନ ବିଦ୍ଧ କରିବା ବା ଫୋଡିବା — To make an incision with a sharp pointed glass for the purpose of bleeding.