ଶବ୍ଦାର୍ଥ:
କାଚର — ଉଚ୍ଚାରଣ: Kāchara
ସଂ. ବିଣ. (କୁ=ଈଷତ୍+ଚର ଧାତୁ=ଗମନ କରିବା+ଭାବ. ଅ; କୁ ସ୍ଥାନରେ 'କା' ଆଗମ) —
ପୀତବର୍ଣ୍ଣ — Yellow.