Jump to content

କାଚିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଚିବା
ଉଚ୍ଚାରଣ: Kāchibā
কাচা कचरना

ଦେ. କ୍ରି. (ସଂ. କଚ ଧାତୁ) —

୧: ବସ୍ତ୍ରକୁ ଜଳାର୍ଦ୍ର କରି ପଥର ବା ପଟା ଉପରେ ବାଡ଼େଇବା —୧. To dash cloth repeatedly on stone or wood after moistening it with water for the purpose of cleaning.

୨: ବସ୍ତ୍ରାଦି ପଥରରେ ପିଟି ସଫା କରି ଧୋଇବା — ୨. To wash clothes.

ସେ ପୁଣି ରାବଣପୁରେ କାଚନ୍ତି ବସନ ବିଶ୍ବନାଥ. ବିଚିତ୍ରରାମାୟଣ