Jump to content

କାଚୁମାଚୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଚୁମାଚୁ
ଉଚ୍ଚାରଣ: Kāchumāchu
কচর কচর कच कच

ଦେ. ଅ (ଧ୍ଵନ୍ୟନୁକରଣ) —

କଞ୍ଚା ଟାଣୁଆ ଫଳ (ଯଥା—ମୃଳା କାକୁଡ଼ି) ଚୋବାଇବାରେ ଉତ୍ପନ୍ନ ଶ୍ରୁତିକଟୁ ଶଦ୍ଦ — Jarring or rough sound produced by chewing raw and hard fruits.