Jump to content

କାଚ କାଗଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଚ କାଗଜ
ଉଚ୍ଚାରଣ: Kācha kāgaja
কাঁচকাগজ सरेसकागज

ଦେ. ବି. —

କ୍ଷୁଦ୍ର କ୍ଷୁଦ୍ର କାଚଗୁଣ୍ଡା ଅଠାଦ୍ବାରା ଲଗା ହୋଇଥିବା କାଗଜ; ଶିରିସ୍ କାଗଜ — Sand paper.

[ଦ୍ର—ଏହା କାଠ ଓ ଧାତୁଦ୍ରବ୍ୟ ପାଲିସ କରିବାରେ ବ୍ୟବହୃତ ହୁଏ]