କାଛ
ଦେଖଣା
କାଛ —
ଉଚ୍ଚାରଣ: Kāchha
কাচা
काच्छ; कच्छौठी
ଦେ. ବି. (ସଂ. କଚ୍ଛ ଓ କଚ୍ଛପଟ) —
୧: କ୍ଷୁଦ୍ର ପତଳା ରଙ୍ଗୀନ୍ ପରିଧାନ ବସ୍ତ୍ର; କରିଆ; ଛୋଟ ଖଦି —୧. A small piece of thin coloured cloth for wearing; small piece of dhoti.
କୁତ ପଲ୍ଲବ ଶିଖିପୁଚ୍ଛ, କଟୀରେ ନୀଳ ପୀତ କାଛ ଜଗନ୍ନାଥ. ଭାଗବତ
୨: କାଛା (ଦେଖ) ୨. Kāchhā
ପାଇକମାନେ କାଛ ଚଲଣା ପିନ୍ଧିଲେ—କୃଷ୍ଣସିଂହ. ମହାଭାରତ. ଆଦି