Jump to content

କାଛା ମାରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଛା ମାରିବା
ଉଚ୍ଚାରଣ: Kāchhā māribā
কাছা মারা कछाचढ़ाना

ଦେ. କ୍ରି. —

ମଲ୍ଲମାନଙ୍କ ପରି ଲେଙ୍ଗୁଟି ମାରିବା — To tie a kāchhā or strip of cloth tightly round the waist and private parts (as worn by athletes).