କାଛି
ଦେଖଣା
କାଛି —
ଉଚ୍ଚାରଣ: Kāchhi
ଦେ. ବି —
କାଛ ୧: (ଦେଖ) Kāchha ୧. (See)
କାହାକୁ ପିନ୍ଧାଇବି କାଛିରେ—ଭକ୍ତଦାସ, ମଥୁରାମଙ୍ଗଳ
ଦେ. ଅ (ପ୍ରାଚୀନ) —
ଲାଗିଯାଇ; ଦେହକୁ ଦେହ ଲାଗି — At close quarters; hand to hand.
ତୁମ୍ଭ ଲୋକମାନେ କର୍ଣ୍ଣଙ୍କୁ ଆଗକରି, ଯୁଦ୍ଧ କରିଲେ କାଛି ଶସ୍ତ୍ରକୁ ପ୍ରହାରି କୃଷ୍ଣସିଂହ, ମହାଭାରତ କର୍ମପର୍ବ