କାଛିବା
ଦେଖଣା
କାଛିବା —
ଉଚ୍ଚାରଣ: Kāchhibā
ଦେ. କ୍ରି (ସଂ. କକ୍ଷ) —
୧: କାଛା ପିନ୍ଧିବା; କାଛା ଭିଡ଼ିବା — ୧. To wear a kāchhā or stripe of cloth tightly over the private parts.
୨: କ୍ଷୁଦ୍ର ବସ୍ତ୍ର ପିନ୍ଧିବା —୨. To wear a small piece of cloth.
୩: ଲୁଗାକୁ ସୁନ୍ଦରରୂପେ ଅଙ୍ଗରେ ସଜ୍ଜିତ କରି ପିନ୍ଧିବା — ୩. To wear a cloth tastefully.
ବିଶଥ ହୋଇଛିରେ, ବାସ ପିନ୍ଧିଥାଉ ପରି କାଛି କବିସୂର୍ଯ୍ୟ, କିଶୋରୀଚମ୍ପୂ.ବ ଗୀତ