କାଛି ହେବା
ଦେଖଣା
କାଛି ହେବା —
ଉଚ୍ଚାରଣ: Kāchhi hebā
छुञुहोता
ଦେ. କ୍ରି —
୧: (ଛୋଟ ଲୁଗା ବଡ଼ ଶରୀରକୁ) କସାକସ୍ ହେବା — ୧. (a small cloth) To sit tight over a large body.
୨: କାଛା ପିନ୍ଧିଲା ଭଳିଆ କସିକାସି ଭିଡ଼ିଭାଡ଼ି ଲୁଗାକୁ ପିନ୍ଧିବା —୨. To wear a cloth tight.
କାଛି ହୋଇଲେ ଲୁଗା ଭିଡ଼ି କରି ତହିଁ—କୃଷ୍ଣସିଂହ. ମହାଭାରତ. ବନ
୩: କଛା ମାରି ଲୁଗା ପିନ୍ଧିବା — ୩. To wear a cloth by tucking it down and up round the private parts.