Jump to content

କାଛେଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଛେଣି
ଉଚ୍ଚାରଣ: Kāchheṇi

ଦେ. ବି. —

୧: କାଛ (ଦେଖ) ୧. Kāchha (See)

ଲଳିତା ଦେଖିଲା ପୁଣି, ଲାଗି ହେବାର କାଛେଣୀ କବିସୂର୍ଯ୍ୟ, ରତାକରଚମ୍ପୂ

୨: ବସ୍ତ୍ରକୁ ସୁନ୍ଦର ରୂପେ ପିନ୍ଧିବାର ରୀତି — ୨. Fashion for wearing a cloth elegantly.

ନାନା କାଛେଣି ସେ ରିଆଇ ନୃତ୍ୟକାରକୁ ସେ ନଚାଇ ଜଗନ୍ନାଥ, ଭାଗବତ