Jump to content

କାଜକୋଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଜକୋଟ
ଉଚ୍ଚାରଣ: Kājakoṭa
কাজকোট छटि त्र्प्रदालत कजकोट

ବୈଦେ. (ଇଂ). ବି —

ଛୋଟ ଛୋଟ ନିର୍ଦ୍ଦିଷ୍ଟ ଶ୍ରେଣୀର ମକଦ୍ଦମା ବିଚାର କରିବା ନିମନ୍ତେ ଦେବାନି ବିଚାରାଳୟ — A court of small causes; small cause court.