କାଜକୋଟିଆ
ଦେଖଣା
କାଜକୋଟିଆ —
ଉଚ୍ଚାରଣ: Kājakoṭiā
কাজকোটিয়া
काजकोटया
ଦେ. ବିଣ. —
୧: ଛୋଟ ଛୋଟ ନିର୍ଦ୍ଦିଷ୍ଟ ଶ୍ରେଣୀର ମକଦ୍ଦମା ସଂକ୍ରାନ୍ତ — ୧. Relating to or dealing with court of small causes.
୨: କାଜକୋଟ ଅଦାଲତରେ ଓକାଲତି କରୁଥିବା — ୨. Practising in small cause court.