କାଜପଟି
ଦେଖଣା
କାଜପଟି —
ଉଚ୍ଚାରଣ: Kājapaṭi
কাজপটি
काजपट्टी
ବୈଦେ. ବି. (ଦରଜୀଙ୍କ ଶଦ୍ଦ) (ଫା. କାଜ+ପଟ୍ଟୀ) —
କୁର୍ତ୍ତାର ଯେଉଁ ଦ୍ବିଗୁଣିତ ପଟିରେ ବୋତାମ ଗଳିବା ପାଇଁ ଛିଦ୍ରମାନ ହୋଇ ଥାଏ — A strip of cloth in a coat in which a row of button holes are made; button-plate of a coat or shirt.