Jump to content

କାଜିଖାନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଜିଖାନା
ଉଚ୍ଚାରଣ: Kājikhānā
কাজিখানা काजिखाना

ବୈଦେ. ବି. (ଆ) —

ରେଜିଷ୍ଟରି ଅଫିସ — Registration office.

ଶେଷ କଚେରିରେ କାଜିଖାନାରେ କବାଲା ରେଜିଷ୍ଟରୀ ସମାପ୍ତ ଫକୀରମୋହନ, ଛମାଣଆଠଗୁଣ୍ଠ

[ଦ୍ର—ଓଡ଼ିଶାରେ ଇଂରାଜି ଅମଳ ଆରମ୍ଭରେ ଜିଲ୍ଲାର ରାଜଧାନୀରେ ଥିବା କାଜିମାନଙ୍କଦ୍ବାରା ଦଲିଲମାନ ରେଜିଷ୍ଟରି କରା ୟାଉଥିଲା]