କାଜି ନିସାପ
ଦେଖଣା
କାଜି ନିସାପ —
ଉଚ୍ଚାରଣ: Kāji nisāpa
কাজিবিচাপ
काजिबिचार
ବୈଦେ. ବି. (ଆ. କାଜି+ଇନସାଫ) —
୧: ମୋଟାମୋଟି ନ୍ୟାୟ ବିଚାର; ସରାସରି ବୁଝାମଣା — ୧. Rough and ready handed justice; summary justice.
[ଦ୍ର—ପୂର୍ବେ କା ମାନେ ମୋଟାମୋଟି ବିଚାର କରି ବିବାଦ ନିଷ୍ପତ୍ତି କରୁଥିଲେ ବର୍ତ୍ତମାନ ଅଦାଲତମାନଙ୍କର ପ୍ରମାଣ ଆଇନର ସୂକ୍ଷ୍ମଧାରା ଅନୁସାରେ ମକଦ୍ଦମା ବିଚାର ହେଉ ନ ଥିଲା]
୨: ଯୁକ୍ତିହୀନ ଏକତରଫା ବିଚାର — ୨. Unreasonable exparte trial.