Jump to content

କାଜୁନଟ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଜୁନଟ୍
ଉଚ୍ଚାରଣ: Kājunat
বাদামবিচি काजु

ବୈଦେ. (ପତ୍ତୁଗୀଜ. କାଜୁ ଓ ଇଂ. ନଟ୍) ବି —

ବାଜାଆମ୍ବ ଅଗରେ ଥିବା ଛୋଟ ଆମ୍ବ ଆକୃତିର ଟାକୁଆ ମଞ୍ଜି — Cashewnut.

[ଦ୍ର—ଏହା ମଧ୍ୟରେ ଥିବା ତେଲିଆ ଶସକୁ ଲୋକେ ପୋଡ଼ି ଓ ଉଖୁଡ଼ା କରି ଖାଆନ୍ତି]