Jump to content

କାଞ୍ଚନକଟକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଞ୍ଚନକଟକ
ଉଚ୍ଚାରଣ: Kān̄chanakaṭaka

ସଂ. ବି. (ମଧ୍ୟପଦଲୋପୀ; କାଞ୍ଚନନିର୍ମିତ କଟକ) —

୧: ସ୍ବର୍ଣ୍ଣାଲଙ୍କାରବିଶେଷ — ୧. A kind of gold ornament.

୨: ଲଙ୍କା; ସିଂହଳ — ୨. Ceylon.

ବିଚଳିତ କାଞ୍ଚନକଟକ କା଼ଞ୍ଚ (ଉପରୋକ୍ତ ଦୁଇ ଅର୍ଥ)— ଭଞ୍ଜ. ବୈଦେହୀଶବିଳାସ