କାଞ୍ଚନଗିରି
ଦେଖଣା
କାଞ୍ଚନଗିରି —
ଉଚ୍ଚାରଣ: Kān̄chanagiri
ସଂ. ବି. (କାଞ୍ଚନ+ଗିରି) —
୧: ସୁମେରୁ ପର୍ବତ — ୧. The Sumeru mountain; the sacred mountain on the north.
୨: ସ୍ବର୍ଣ୍ଣମୟ ପର୍ବତ —୨. Golden mountain.
୩: ହିମାଳୟର ଶୃଙ୍ଗବିଶେଷ; କା଼ଞ୍ଚନଜଙ୍ଗା — ୩. Name of a high peak of the Himalayas.