କାଞ୍ଚନଲତା
ଦେଖଣା
କାଞ୍ଚନଲତା —
ଉଚ୍ଚାରଣ: Kān̄chanalatā
ସଂ. ବି (କାଞ୍ଚନ+ଲତା); (କବିକଳ୍ପନା) —
ସ୍ବର୍ଣ୍ଣଲତା ସଦୃଶ ଗୌରବର୍ଣ୍ଣା କୃଶଙ୍ଗୀ ସ୍ତ୍ରୀ — A poetical expression used to a fair complexioned female.
କାଞ୍ଚନଲତା —
ଉଚ୍ଚାରଣ: Kān̄chanalatā
ସଂ. ବି (କାଞ୍ଚନ+ଲତା); (କବିକଳ୍ପନା) —
ସ୍ବର୍ଣ୍ଣଲତା ସଦୃଶ ଗୌରବର୍ଣ୍ଣା କୃଶଙ୍ଗୀ ସ୍ତ୍ରୀ — A poetical expression used to a fair complexioned female.