କାଞ୍ଚନୀ
ଦେଖଣା
କାଞ୍ଚନୀ —
ଉଚ୍ଚାରଣ: Kān̄chanī
ସଂ. ବି. (କାଞ୍ଚନ+ସ୍ତ୍ରୀ. ଈ) —
୧: ହରିଦ୍ରା; ହଳଦୀ — ୧. Turmeric.
୨: ସ୍ବର୍ଣ୍ଣକ୍ଷୀରୀ ବୃକ୍ଷ — ୨. A kind of tree.
୩: ଗୋରୋଚନା; ଗୋରୁଙ୍କ ପିତ୍ତକୋଷରେ ଥିବା ହଳଦିଆ ପଦାର୍ଥ —୩. A yellow colouring matter found in the body of cows; a yellow matter found in the gall bladder of kine.
ସଂ. ବିଣ —
ସ୍ବର୍ଣ୍ଣପରି ରଙ୍ଗବିଶିଷ୍ଟ — Of golden colour.