Jump to content

କାଞ୍ଚଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଞ୍ଚଲା
ଉଚ୍ଚାରଣ: Kān̄chalā
কাঞ্চলী,কাঞ্চলী

ଦେ. ବି. —

୧: (ସଂ. କଞ୍ଚୁଳିକୀ) ସ୍ତ୍ରୀଲୋକମାନେ ବାହୁ ଓ ଛାତି ଉପରେ କସିକରି ଯେଉଁ ଜାକେଟ ପିନ୍ଧନ୍ତି — ୧. Tight half jacket worn by females over the forearms and breast; a woman's bodice.

ଘଞ୍ଚ—କୁଚ—କଳି ଆବରଣେ ପେଲା ସୁଚାରୁ ତତ୍ବ କାଞ୍ଚଲା— ରାଧାନାଥ.ୟୟାତି

୨: (ସଂ. ୘ଞ୍ଚୁକ)—ସାପକାତି — ୨. Scale of a serpent.

୩: ତେଲ ଆଦି ରଖିବା ନିମନ୍ତେ ମାଟିର ଛୋଟ ଗିନା — ୩. A small earthen cup or pot for keeping oil etc.