କାଞ୍ଚୀଗୁଣସ୍ଥାନ
ଦେଖଣା
କାଞ୍ଚୀଗୁଣସ୍ଥାନ —
ଉଚ୍ଚାରଣ: Kān̄chiguṇasthāna
ସଂ. ବି. (୬: ଷ୍ଠୀ ତତ; କାଞ୍ଚୀଗୁଣ ସ୍ଥାନ; ଯେଉଁ ଅଙ୍ଗରେ କାଞ୍ଚୀ ପିନ୍ଧାଯାଏ) —
୧: ଅଣ୍ଟା; କଟି —୧. The waist.
୨: ପିଚା; ନିତମ୍ବ —୨. Buttocks.
କାଞ୍ଚୀଗୁଣସ୍ଥାନ —
ଉଚ୍ଚାରଣ: Kān̄chiguṇasthāna
ସଂ. ବି. (୬: ଷ୍ଠୀ ତତ; କାଞ୍ଚୀଗୁଣ ସ୍ଥାନ; ଯେଉଁ ଅଙ୍ଗରେ କାଞ୍ଚୀ ପିନ୍ଧାଯାଏ) —
୧: ଅଣ୍ଟା; କଟି —୧. The waist.
୨: ପିଚା; ନିତମ୍ବ —୨. Buttocks.