Jump to content

କାଞ୍ଜର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଞ୍ଜର
ଉଚ୍ଚାରଣ: Kān̄jar

ପ୍ରାଦେ. (ସମ୍ବଲପୁର) ବି —

ଅନେକ ଦିନ ଧରି ମାଠିଆରେ ବା କୁଣ୍ଡରେ କିଛି ପାଣି ରହିଗଲେ ତାହାର ଢଳରେ ବସିଯାଇଥିବା ମଇଳା ବା ଶିଉଳି —Sediment or moss formed at the bottom of a vessel if water is made to stand in it for a long time.