Jump to content

କାଞ୍ଜିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଞ୍ଜିଆ
ଉଚ୍ଚାରଣ: Kān̄jiā

ଦେ. ବିଣ. (ସଂ. କାଞ୍ଜିକା) —

୧: ଯେ ବହୁତ କା଼ଞ୍ଜି ଖାଏ — ୧. One who takes too much Kān̄ji.

୨: କାଞ୍ଜିପରି ଖଟା —୨. Acid or sour like Kān̄ji.

୩: ପଚି ଯାଇଥିବା ବା ଭିତରର ପଦାର୍ଥ କାଞ୍ଜି ଭଳି ଗୋଳିଆ ହୋଇ ନଷ୍ଟ ହୋଇ ଯାଇଥିବା (ଡିମ୍ବ) — ୩. Addled (egg); rotten.

୪: (ଲକ୍ଷଣାର୍ଥ) ବୃଥା; ନଷ୍ଟ — ୪. Spoiled.

(ଯଥା—ମୋର ଏତେ ପରିଶ୍ରମ କାଞ୍ଜିଆ ହୋଇଗଲା)

ଦେ. ବି —

ଏକଜାତୀୟ କ୍ଷୁଦ୍ର ମତ୍ସ୍ୟ — A kind of small fish.