Jump to content

କାଞ୍ଜିଆ ହାଉସ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଞ୍ଜିଆ ହାଉସ୍
ଉଚ୍ଚାରଣ: Kān̄jiāhāus
কাইন হাউস काञ्जिहाउस

ବୈଦେ. ବି. (ଇଂ. କାଇନ=ଗୋରୁଗାଈ+ ହାଉସ୍=ଘର)

ପରର କ୍ଷେତକୁ ନଷ୍ଟ କରିଥିବା ଗୋମେଷାଦିଙ୍କୁ ଆବଦ୍ଧ କରାଯିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ —Kine house; cattle pound.