Jump to content

କାଞ୍ଜିକାଞ୍ଜଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଞ୍ଜିକାଞ୍ଜଆ
ଉଚ୍ଚାରଣ: Kān̄jikān̄jiā

ଦେ. ବି —

ବନ୍ୟ ଲତାବିଶେଷ — A wild creeper; vitis Auriculata.

[ଦ୍ର—ଏହାର ପତ୍ର ଚକା; ଗଣ୍ଠିକୁ ଗଣ୍ଠି ପେନ୍ଥା ପେନ୍ଥା କୋଳି ଧରେ ଏହାକୁ କାଠବିଡ଼ା ବାନ୍ଧିବାରେ ଲଇ କରାଯାଏ; ଏହାର କଅଁଳ ଅଗକୁ ରାନ୍ଧି ଆମ୍ବିଳ ଓ ତିଅଣ କରାଯାଏ]