କାଞ୍ଜିପାଣି ହାଣ୍ଡ଼ି
ଦେଖଣା
କାଞ୍ଜିପାଣି ହାଣ୍ଡ଼ି —
ଉଚ୍ଚାରଣ: Kān̄jipāṇi hāṇdi
ଦେ. ବି. —
ପାକଶାଳାରେ ଯେଉଁ ହାଣ୍ଡ଼ିରେ ବାସି ତୋଡ଼ାଣି ସଂଗୃହୀତ ହୋଇ ସମୟକ୍ରମେ କାଞ୍ଜି ତିଆରି ହେବା ନିମନ୍ତେ ରଖାଯାଇଥାଏ — A hāṇḍi or earthen pot placed in the cook room, in which sour rice water is stored for being cooked into kān̄ji in future.