Jump to content

କାଞ୍ଜି ଅଅଁଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଞ୍ଜି ଅଅଁଳା
ଉଚ୍ଚାରଣ: Kān̄ji aañḻā

ଦେ. ବି. (ସଂ. କାଞ୍ଚୀ+ଆମଳକ) —

ମାର୍ଗଶିରମାସ କୃଷ୍ଣନବମୀ —The ୮th day of the dark fortnight of the month of Mārgaṡira.

[ଦ୍ର—ଏ ଦିନ ସ୍ତ୍ରୀ ଲୋକେ କାଞ୍ଚି (ୟହିଁରେ ଅଅଁଳା କୋଳି ପଡ଼ିଥାଏ) ନେଇ ତୁଳସୀ ଚଉରାମୂଳେ ସନ୍ଧ୍ୟାବେଳେ ପୂଜା କରନ୍ତି]