କାଞ୍ଜୀ
ଦେଖଣା
କାଞ୍ଜୀ —
ଉଚ୍ଚାରଣ: Kān̄jī
ସଂ ବି. (କ=ଜଳ ବା କୁ=କୁତ୍ସିତ+ଅନଜ ଧାତୁ=ଗମନ କରିବା; କର୍ତ୍ତୃ ଅ+ଈ) —
ପର୍ୟ୍ଯୁସିତ ଅନ୍ନର ଜଳ ବା ବାସି ତୋଡ଼ାଣିଦ୍ବାରା ପାକ କରାଯାଇ ପ୍ରସ୍ତୁତ ହେବା ବ୍ୟଞ୍ଜନ — A curry or soup or gruel made by thickening sour rice water over fire.
[ଦ୍ର—ଏହା ରୋଚକ ଓ ଜ୍ବର, ଅଜୀର୍ଣ୍ଣ ଦୋଷ ପ୍ରଭୃତିରେ ଉପକାରୀ]