କାଟକରିବା
ଦେଖଣା
କାଟକରିବା —
ଉଚ୍ଚାରଣ: Kāṭa karibā
ଦେ. କ୍ରି. —
୧: ଲାଗୁଆ କରିବା; ପ୍ରତିଦିନ ନିୟମିତରୂପେ ବ୍ୟବହାରୀୟ ବସ୍ତୁ କୌଣସି ବ୍ୟକ୍ତିଠାରୁ ଆଣିବା ପାଇଁ ଚୁକ୍ତି କରିବା —୧. To contract for a regular supply of an article of daily use.
୨: ଅନେକଗୁଡ଼ିଏ ପଦାର୍ଥର ଶ୍ରେଣୀବିଭାଗ ଅନୂସାରେ ଭାଉ ଧାର୍ୟ୍ୟ କରି ଲେଖିଦେବା —୨. To settle and mark the rate of certain articles (e.g. coconut.)
[ଦ୍ର—ସତ୍ୟବାଦି ଅଞ୍ଚଳର ନ଼ଡ଼ିଆ ମହାଜନମାନେ ବର୍ଷକେ ଥରେ ଏକତ୍ର ବୈଠକ କରି ସେ ବର୍ଷ ପାଇଁ ନଡ଼ିଆର କାଟ କରନ୍ତି]