କାଟଛାଟ୍ କରିବା
ଦେଖଣା
କାଟଛାଟ୍ କରିବା —
ଉଚ୍ଚାରଣ: Kāṭchhāṭ karibā
কা়টছাটকরিবা
कातरयाँत करा
ଦେ. କ୍ରି. —
୧: ପୋଷାକ ଆଦି ତିଆରି କରିବା ନିମନ୍ତେ ଲୁଗାକୁ କାଟିବା — ୧. To cut cloth to suit it being done up for a dress.
୨: କାଟ୍କୁଟ୍ କରି ସଜ୍ଜିତ କରିବା — ୨. To revise (a writing); to recast.
୩: କମ୍ କରିବା —୩. To dimimish; to lessen the size; to curtail.